ସୁଦୀପ ରୋହନ ବାଘ

ସୁଦୀପ ରୋହନ ବାଘ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Dress Pindha Sabitri (ଡ୍ରେସ୍ ପିନ୍ଧା ସାବିତ୍ରୀ) by Sudeep Rohan Bagh

ଡ୍ରେସ୍ ପିନ୍ଧା ସାବିତ୍ରୀ

ସାବିତ୍ରୀ ବ୍ରତ ସଧବାର ଦାୟିତ୍ଵଠୁଁ ଗର୍ବ ବେଶୀ । ମଥାରେ ଝଟକୁ ଥିବା ସିନ୍ଦୂରକୁ ନାଇ ଜୁଇକୁ ଯିବାକୁ ଇଚ୍ଛା ବ୍ରତର ନିଷ୍ଠାକୁ ଦୁଇ ଗୁଣ କରେ । ବର୍ଷକୁ ଥରେ ବାପ ଘରୁ ମିଳିଥିବା ଶାଢ଼ୀ ଶଙ୍ଖା ସିନ୍ଦୂରକୁ ପୂଜା କରି ନୂଆ ନାଇ, ସଜେଇ ହେଇ, ସ୍ୱାମୀର ଆୟୁଷକୁ ନିଜଠୁଁ ବଢ଼ାଇବାକୁ କାମନା କରୁଥାଏ ନାରୀ । ପୁରୁଷ ହିସାବରେ ନାରୀର ନିଷ୍ଠାକୁ ବ୍ୟକ୍ତ କରିବାକୁ ମୋ ପାଖରେ ଅଧିକ ଶବ୍ଦ ନାହିଁ ଯଦିଓ…

ଅଧିକ ପଢ଼ନ୍ତୁ
Odia Story Pratha - Satya - Jibana (ପ୍ରଥା - ସତ୍ୟ - ଜୀବନ) by Sudeep Rohan Bagh

ପ୍ରଥା – ସତ୍ୟ – ଜୀବନ

“ଦୁହିତା ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା” ଜେଜେ ମା’ର ଏଇ କଥାଟି ବାରମ୍ୱାର ବାରମ୍ୱାର ଆକ୍ତାମାକ୍ତା କରୁଥିଲା ମାନିନୀକୁ ଯେବେଠାରୁ ନିର୍ବନ୍ଧ ତିଥି ଠିକ୍ ହେଲାଣି । ନୂଆ ଦୁନିଆରେ କିଭଳି ନିଜକୁ ଖାପ ଖୁଆଇ ଦୁଇ କୁଳର ନାଆଁ ରଖିବ ସବୁବେଳେ ସେଇ ଚିନ୍ତାରେ ମାନିନୀ । ପରିଜନ, ସାଙ୍ଗ ମାନଙ୍କଠୁଁ ମୁହଁଖୋର୍ ଉପାଧିଟା ତିଥି ନିର୍ଦ୍ଧାରଣ ପୂର୍ବରୁ ଯେତେ ଗର୍ବ ଦେଉଥିଲା, ଆଜି କିନ୍ତୁ ତିଥି ନିର୍ଦ୍ଧାରଣ ପରେ ଦୁହିତା…

ଅଧିକ ପଢ଼ନ୍ତୁ