ସୁଚିସ୍ମିତା ସାହୁ

ସୁଚିସ୍ମିତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Pratishodh Parayana Samaya (ପ୍ରତିଶୋଧ ପରାୟଣ ସମୟ) by Suchismita Sahoo

ପ୍ରତିଶୋଧ ପରାୟଣ ସମୟ

ଆଜି ଗୋଟେ ନିଆରା କାହାଣୀ କହିବାକୁ ଯାଉଛି । ଆଶାକରେ ଯୁବପୀଢ଼ିଙ୍କୁ କିଛି ସଚେତନତା ଦେବ ମୋ କାହାଣୀ । କାହାଣୀର ନାୟିକା ସରିତା । ତନୁ ପାତଳୀ ସରିତା ଥିଲା ଛଅ ଭାଇରେ ଗୋଟିଏ ଭଉଣୀ; ଭାରି ଗେହ୍ଲେଇ । ଛୋଟ ପ୍ରଜାପତିଟେ ପରି ଖୁସିରେ ନାଚି ଗାଇ ଘରସାରା ଘୁରି ବୁଲୁଥିଲା । ପିଲାଦିନେ ବହୁତ ଭଲ ପାଠ ପଢ଼ୁଥିଲା । ପଢ଼ା ସହ କବିତା ଆବୃତ୍ତି, ଭାଷଣ ପ୍ରତିଯୋଗିତା, ଚିତ୍ରାଙ୍କନ, ଖେଳକୁଦ ସବୁଥିରେ…

ଅଧିକ ପଢ଼ନ୍ତୁ