ଶୁଭଲକ୍ଷ୍ମୀ ସାହୁ

ଶୁଭଲକ୍ଷ୍ମୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Surjyasta (ସୂର୍ଯ୍ୟାସ୍ତ) by Subhalaxmi Sahoo

ସୂର୍ଯ୍ୟାସ୍ତ

ବୟସର ଅପରାହ୍ନରେ ଦଣ୍ଡାୟମାନ ମୁଁ ଆଜି ଚତୁର୍ଦ୍ଦିଗ ଅନ୍ଧକାର ପାଏ ନାହିଁ ନିଜକୁ ଖୋଜି । କ୍ଷଣିକରେ ସାୟଂ କାଳ ଅସ୍ତ ଯିବେ ରବି କର୍ମମୟ ଜୀବନରୁ ଆଜି ମୁହିଁ ବାହୁଡ଼ିବି । ଆସିବନି କାଲି ଆଉ ସେପରି ସକାଳ ଶୁଣିବାକୁ ନ ମିଳିବ ପତ୍ନୀଙ୍କ ଗହଳ । ବାଜିବନି ୯:୦୦ରେ ଟେବୁଲର ଘଡ଼ି କର୍ମକ୍ଷେତ୍ର ଯିବି ନାହିଁ ଚଢ଼ି ମୁଁ ଯେ ଗାଡ଼ି । ସକାଳର ସୁରୁଜ ଯେ ଲାଗଇ ସୁନ୍ଦର ସ୍ମରଣେ ମୁଁ ଶୈଶବର…

ଅଧିକ ପଢ଼ନ୍ତୁ