ଶେଷ ଦେଖା
ରସାୟନ ବିଜ୍ଞାନରେ ପି.ଏଚ୍.ଡି ପାଇଁ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଲି, ଖୁସିରେ ଗୋଡ଼ ତଳେ ଲାଗୁନଥାଏ; ଯଥା ଶୀଘ୍ର ଉନିଭର୍ସିଟିରେ ଜଏନ୍ କଲି । ସବୁକିଛି ସ୍ୱପ୍ନିଳ ଲାଗୁଥାଏ । ସବୁଦିନ ହଷ୍ଟେଲରୁ ବସ୍ ଧରି ଉନିଭର୍ସିଟି ଯାଏ ଆଉ ସନ୍ଧ୍ୟାରେ ଫେରେ । ପାଠପଢ଼ା ପାଇଁ ସ୍କଲାର୍ସିପ୍ ମଧ୍ୟ ପାଉଥାଏ; ମୋଟ ଉପରେ ମୁଁ ମୋର ସ୍ୱାବଲମ୍ବୀ ହେବାକୁ ଖୁବ ଉପଭୋଗ କରୁଥାଏ । କିଛି ଦିନ ପରେ ମୋ ଜୀବନ ପରିଧିରେ ଭିକ୍ଟର୍…