କରୋନା ବାହାଘର
ଅନେକ ଲୋକଙ୍କ ମନରେ ଯେମିତି ମହତକାଂକ୍ଷା ଥାଏ ମୋ ମନରେ ବି ସେମିତି ଏକ ସ୍ୱଭାବସୁଲଭ ବୈରାଗ୍ୟଭରା ବାହାଘର ହବ ବୋଲି ସ୍ୱପ୍ନ ଦେଖୁଥିଲି । ସମୟ ସୁଅରେ ମୋର ବୟସ ୨୯ ପୂରି ୩୦ ଚାଲିଲା । ମନ ମୋର ଅତି ଉତ୍କଣ୍ଠା ଆଉ ପ୍ରସାନିତ ହେଇଯାଉଥାଏ କାରଣ ମୋ ବାହାଘର ଏତେ ଦିନର ଅବିରତ ଖୋଜାଖୋଜି ପରେ ଘର ଲୋକଙ୍କ ପ୍ରଚେଷ୍ଟାରେ ଠିକ ହେଇଛି । ଝିଅଟା ଦେଖିବାକୁ ଗଲେ ରାଜକୁମାରୀ ଭଳି ।…