ଶୁଭ୍ର ମନଦୀପା ଦାସ

ପହିଲି ବସନ୍ତ

ପହିଲି ବସନ୍ତ

କୈଶୋରରୁ ଗୋଟିଏ କଥା ଶୁଣି ଆସୁଅଛି ମୁହିଁ ମଣିଷ ଜୀବନେ ଯୌବନାବସ୍ଥାଠାରୁ ସୁନ୍ଦର ଆଉ କିଛି ନାହିଁ ଆଦ୍ୟ ଯୌବନରେ ପାଦ ଥାପୁ ଥାପୁ ଏ କି ବିଚିତ୍ର ଅନୁଭବ ନିଜ ମଧ୍ୟେ ବହୁ ନୂତନତ୍ୱ କରୁଛି ମୁଁ ଉଦ୍ଭବ (୧) ଚପଳ ଆଖି ମୋର ଆଜିକାଲି ହୁଏ ଆମାନିଆ ଓଠ ମୋର କହେ କେତେ କଥା ନୂଆ ନୂଆ ସାଙ୍ଗ ମେଳେ ହସୁ ହସୁ ଖିଲି ଖିଲି ଦୂରରୁ ହଠାତ ମୁଁ ତାଙ୍କୁ ଦେଖିଲି (୨)…

ଅଧିକ ପଢ଼ନ୍ତୁ