ସତ୍ୟପ୍ରକାଶ ପାଣିଗ୍ରାହୀ

ସତ୍ୟପ୍ରକାଶ ପାଣିଗ୍ରାହୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Swarthapara Dunia - ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

କାହିଁ କେତେଦୂର ଚାଲି ଆସିଗଲି ମୋ ପରିଚୟ ଖୋଜି ଖୋଜି କିନ୍ତୁ ପାଇଲିନି ପରିଚୟ ସିନା ପାଇଲି ମୁଁ ଅନୁଭୂତି ॥ ଚାଲୁ ଚାଲୁ ମୁଁ ଚିହ୍ନିଗଲି ଏଇ ସ୍ୱାର୍ଥପର ଦୁନିଆକୁ କେଜାଣି କାହିଁକି ଲାଗୁଛି ହେ ମତେ କାହିଁ ଜନ୍ମିଲି ଏଠି ତୁଚ୍ଛାକୁ ॥ ସ୍ୱାର୍ଥ ପାଇଁ କେବେ ପ୍ରେମ ବନ୍ଧା ପଡ଼େ ତ ପ୍ରେମ ପାଇଁ କେବେ ପରିବାର ଯଉଠି ଦେଖିଲେ ସ୍ୱାର୍ଥ ହିଁ ସ୍ୱାର୍ଥ ହାଏରେ ମୋହମାୟା ପୂର୍ଣ୍ଣ ସଂସାର !! ଏଠି…

ଅଧିକ ପଢ଼ନ୍ତୁ