Read more about the article ସ୍ୱର୍ଣ୍ଣପ୍ରସବିନୀ ଭାରତମାତା
ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ହିମାଳୟଠାରୁ କୁମାରିକା ଯାଏ ସ୍ୱର୍ଣ୍ଣପ୍ରସବିନୀ ଭାରତମାତା ପୁଣ୍ୟତୋୟା ପୁଣି ସୁଚିସ୍ମିତା ସିଏ ସିଏ ଶତଦଳ ସ୍ନିଗ୍ଧା ଶୋଭିତା ମା' ଦୁର୍ଗା ସାହସେ ସମ୍ବର୍ଦ୍ଧିତା ସିଏ ଲକ୍ଷ୍ମୀଙ୍କ ସମ୍ପଦେ ସେ ଅଳଂକୃତା ବୀଣାବାଦିନୀଙ୍କ ସଙ୍ଗୀତ ମୂର୍ଚ୍ଛନା ବିମୋହିତା ପୁଣି ସିଏ ବନ୍ଦିତା ମୋ…

Continue Readingସ୍ୱର୍ଣ୍ଣପ୍ରସବିନୀ ଭାରତମାତା
Read more about the article ଗୀତ ଶୁଭେ ଫୁଲ ବଉଳବେଣୀ
ଗୀତ ଶୁଭେ ଫୁଲ ବଉଳବେଣୀ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥…

Continue Readingଗୀତ ଶୁଭେ ଫୁଲ ବଉଳବେଣୀ
Read more about the article ଶୁଭପଲ୍ଲବ
ଶୁଭପଲ୍ଲବ

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି…

Continue Readingଶୁଭପଲ୍ଲବ
Read more about the article ମୋ ଗାଆଁ ନୀରବି ଯାଇଛି
ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି ପୂରୁବ କଥାକୁ ମନରେ ଆଣି ସେ ଗୁମୁରି ଗୁମୁରି କେତେ କାନ୍ଦୁଛି ।୧। ଆଗ ଚମକତା ମୋ ଗାଆଁରେ ନାହିଁ ନିଆରା ନିଆରା ଲାଗୁଛି ପରା ପାଣି ପାଗ ଏଠି ବଦଳି ଯାଇଛି ବରଷା ଋତୁରେ…

Continue Readingମୋ ଗାଆଁ ନୀରବି ଯାଇଛି
Read more about the article ଦୁବଘାସ
ଦୁବଘାସ

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।।…

Continue Readingଦୁବଘାସ