କଳିର ମଣିଷ
ଜ୍ଞାନର ଆକାଶେ ସୁରୁଜ ଉଏଁନା ଅଜ୍ଞାନ ଗଲାଣି ଖେଳି ମନୁଷ୍ୟ ଭିତରେ ଚେତନା ହଜିଲା ତୁଚ୍ଛ ପାଇଁ କରେ କଳି ଦୟା, କ୍ଷମା ତା’ ମନରୁ ଧୋଇଲା ସ୍ୱାର୍ଥ ପାଇଁ ଦିଏ ବଳି ନବା ପାଇଁ ସେ ତ ସବୁଠି ତତ୍ପର ଦେହରୁ ଦିଏନା ମଳି ମାନବ ଆଜି ଦାନବ ସାଜିଲା ଇଏ ପରା ଯୁଗ କଳି । – ଋତୁପର୍ଣ୍ଣା ସାହୁ ଋତୁପର୍ଣ୍ଣା ସାହୁଋତୁପର୍ଣ୍ଣା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…