
ତୁ ଗଲାପରେ
ତୁ ଗଲାପରେ ବେରଙ୍ଗ ଲାଗେ ଏ ଜୀବନ ତୋ’ର ଅଭୁଲା ସ୍ମୃତି ସବୁ ପ୍ରତିମୁହୂର୍ତ୍ତରେ ମତେ ଦ୍ଵନ୍ଦରେ ପକାଇ ଅନେକ କଷ୍ଟ ଓ ଯନ୍ତ୍ରଣା ଦିଏ ଆଖି ଆଗେ ଖୁସି ଦେଖିଲେ ବି ମୁଁ ହସିପାରେ ନାହିଁ । ତୋ ବିନା ଭାରି ଏକା ଏକା ଲାଗେ ମୋ ହୃଦୟର କୋହ ସବୁ ବୁନ୍ଦା ବୁନ୍ଦା ହୋଇ ଝରିପଡ଼େ ଶୁଖିଲା ଓଠ ଉପରେ ମୋ ବୁନ୍ଦାବୁନ୍ଦା ଲୁହରେ ଭାଙ୍ଗିଯାଏ ତତେ ନେଇ ଦେଖିଥିବା ସ୍ୱପ୍ନ ସବୁ ॥…