ପ୍ରୀତିସୀମା ସ୍ୱାଇଁ

ପ୍ରୀତିସୀମା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Sesha Santaka (ଶେଷ ସନ୍ତକ) by Pritisima Swain

ଶେଷ ସନ୍ତକ

ସକାଳୁ ସକାଳୁ ବୋଉ ଯେତେ ଡାକିଲେ ବି ରିମା ବିଛଣା ଛାଡ଼ୁ ନଥାଏ । ବରଂ ବୋଉ ଉପରେ ବିରକ୍ତ ହୋଇ ପୁଣି ଘୋଡ଼େଇ ହେଇ ଶୋଇପଡ଼େ । ଆଜି କ’ଣ ହେଇଛି କେଜାଣି ସେ ଭାରି ଚିଡ଼ୁଛି । ଘଣ୍ଟାରେ ୯ଟା ବାଜିବା ଯାଏ ସେ ବିଛଣାରେ ପଡ଼ି ରହିଛି । ବୋଉ ବହୁତ କରି କହିଲା, “ଆଲୋ ଯା’ ଗାଧେଇ ଆସିବୁ, ନହେଲେ ଭାଇ କାମକୁ ଚାଲିଯିବ । ତୁ ଆଉ ରାକ୍ଷୀ ବାନ୍ଧିପାରିବୁନି…

ଅଧିକ ପଢ଼ନ୍ତୁ