ପ୍ରତୀକ ପଟ୍ଟନାୟକ

Odissi-song-for-dumies

ଓଡ଼ିଶୀ ସଙ୍ଗୀତ ଫର ଡମିଜ: ଚମ୍ପୂ ଛାନ୍ଦ ଚଉତିଶା ଆଉ ବାକିସବୁ

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ । ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ । କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା । ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ । ପ୍ରାଚୀନ ବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ…

ଅଧିକ ପଢ଼ନ୍ତୁ