ପ୍ରକାଶ ସାହୁ

ପ୍ରକାଶ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Apahancha Gaon ra Chitra

ଅପହଞ୍ଚ ଗାଆଁର ଚିତ୍ର

ବନ୍ଧୁ ଜଣେ ପ୍ରଶ୍ନ କରିଲେ, “ତୁମେ ଗାଆଁକୁ କାହିଁକି ଏତେ ଭଲ ପାଅ? କ’ଣ ଅଛି ସେ ଧୂଳି ଧୂସରତର ଗାଆଁରେ? ଦେଖ ଟିକେ ଏହି ସହରକୁ କେତେ ଆଡ଼ମ୍ୱରର ଜୀବନ । କ’ଣ ଅଛି ସେ ଗାଆଁରେ?” ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ । କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି । କେମିତି ଆଙ୍କିବି କୁହ ସେ ଗାଆଁର ଚିତ୍ରକୁ ତୁମ ମନ ଭିତରେ । ରଙ୍ଗତୂଳୀ ତ ଅଛି ହେଲେ…

ଅଧିକ ପଢ଼ନ୍ତୁ
Mo Gaon Nai

ମୋ ଗାଁ ନଈ

ମୋ ଗାଁ ନଈକୁ କରି ଦୃଶ୍ୟମାନ ହଜିଯାଏ ମୁଁ ବାଲ୍ୟ କାଳେ, କେତେ ସନ୍ତରଣ କେତେ ସ୍ନାହାନ କରିଥିଲି ଦିନେ ତାରି କୋଳେ । ସୁନ୍ଦର ଦିଶଇ ମୋ ଗାଁ ନଈ ସତେକି ଜାହ୍ନବୀ ଧାରା, ରୂପସି ପ୍ରିୟା ମୋ ସେଇ ନଈ ଧାରେ ରଙ୍ଗେ ହଳଦି ପସରା । ମୋ ଗାଁ ନଈ ଧାରେ ଅଛି ମୋ ପ୍ରଥମ ବିଦ୍ୟାମନ୍ଦିର, ପାଠ ପଢ଼ିଥିଲି ଶିଖିଥିଲି ଭାଷା ସେଇଠି ଅଛି ମୋ ସଠୀଘର । ମୋ ଗାଁ ନଈରେ ଜୁଆର ଆସିଲେ…

ଅଧିକ ପଢ଼ନ୍ତୁ