ପ୍ରଜ୍ଞା ମହାପାତ୍ର

ପ୍ରଜ୍ଞା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Maa Odia Poem

ମା’

“ମା” ଗାଡ଼ିଆ କି ପୋଖରୀ ନୁହେଁ ନଈ ଆଉ ସମୁଦ୍ରଠାରୁ ବି ଆହୁରି ବିସ୍ତୃତ ତା’ ପଣତର ଉପତ୍ୟକା ଏତେ ଲମ୍ବା ଯାହା ଢାଙ୍କି ଦେଇପାରେ ଏ ବିଶାଳ ଜଗତ ସେ ପଣତରେ ମଥା ରଖି ଶୋଇଗଲେ ଏ ନଭଶ୍ଚୁମ୍ଭି ଗଗନ ବି ଲାଗେ ସତେ ଛୋଟ । ତା’ ଆଖିର ମମତା ଆକାଶର ପୂର୍ଣ୍ଣ ବାଦଲ ଠାରୁ ଆହୁରି ଘନ ଆଉ ଆଚ୍ଛାଦିତ ଯେତେ ବର୍ଷିଲେ ବି ନା କେବେ ଥକେ ନା କେବେ ସରିବାର…

ଅଧିକ ପଢ଼ନ୍ତୁ