ପଙ୍କଜ କୁମାର ମଙ୍ଗଳ

ପଙ୍କଜ କୁମାର ମଙ୍ଗଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Prema Badalare Prema (ପ୍ରେମ ବଦଳରେ ପ୍ରେମ) by Pankaj Kumar Mangal

ପ୍ରେମ ବଦଳରେ ପ୍ରେମ

ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା, ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା । କିଛିଦିନ ପାଇଁ ହସ ଦେଇ ଓଠେ କରି ଚାଲିଗଲ ଏକା, ଏକା ହେବା ଯଦି ପ୍ରେମର ଭାଗ୍ୟ କାହିଁ ଦେଉଥିଲ ଦେଖା ! ସ୍ନେହ ବଦଳରେ ସ୍ନେହ ମାଗିଥିଲି କାହିଁ କଲୁ ମୋତେ ଘୃଣା, ଆପଣାର କରି ଖେଳି ଚାଲିଗଲୁ ମୁଁ ନୁହେଁ ଗୋଟେ ଖେଳନା । କହିବି କେମିତି ଆମରି ଭିତରେ…

ଅଧିକ ପଢ଼ନ୍ତୁ
Odia Poem Abujha Priya Mo Gala Durei (ଅବୁଝା ମୋ ପ୍ରିୟା ଗଲା ଦୂରେଇ - ପଙ୍କଜ କୁମାର ମଙ୍ଗଳଙ୍କ ରଚନାରୁ) by Pankaj Kumar Mangal

ଅବୁଝା ମୋ ପ୍ରିୟା ଗଲା ଦୂରେଇ

ବରଷା ରାଣୀ କହୁଛି ଆଜି ଧରଣୀର ପାଦ ଛୁଇଁ, ଫେରି ଆସିଛି ମୁଁ ଆକାଶ ଛାଡ଼ି ଥରେ ମୋତେ ନିଅ କୋଳେଇ । ଆକାଶ ମୋତେ ଦେଲା ଦୂରେଇ ଆସିଛି ତୁମ କୋଳକୁ, ମନା କରିଲେ ଯିବି ମୁଁ କୁଆଡ଼େ ଟିକେ ଜାଗା ଦିଅ ନିଆଶ୍ରିକୁ । ପ୍ରେମ ଅନ୍ଧୁଣୀ ମୁଁ ବୁଝିପାରିଲିନି ଆକାଶର ଛଳନାକୁ, ନାରୀର ହୃଦୟ ତମେ ନ ବୁଝିେଲ ଆଉ କହିବି ଯାଇ କାହାକୁ । କହୁଛି ଶୁଣି ଧରଣୀ ରାଣୀ ବର୍ଷାକୁ…

ଅଧିକ ପଢ଼ନ୍ତୁ