
ସକାଳ ଫେରିବା ଯାଏଁ
ଏମିତି ହୁଅନ୍ତାନି ! ତୋ’ ସହର ନିଘୋଡ଼ ନିଦରେ ଶୋଇଗଲାପରେ, ତୋ’ ପ୍ରିୟ ସହରରେ ଖୁବ୍ ବୁଲନ୍ତେ ଆଉ “ଆମେ”କୁ ଭୋଗନ୍ତେ । କୋଉ ବାଇକ୍ କି କାର୍ରେ ନୁହଁ ମ ! ବାସ୍ ତୋ’ ହାତରେ ହାତ ଛନ୍ଦି ଆଉ ପାଦରେ ପାଦ ମିଶେଇ ଖୁବ୍ ଚାଲନ୍ତେ , ଟିକେ ଦୂରକୁ ହୁଏତ ଭୁବନେଶ୍ୱରର ଶେଷ ସୀମା ଯାଏଁ , ତୋ ସହରଟା ଅଳସ ଭାଙ୍ଗିବା ଯାଏ ! ଏମିତି ହୁଅନ୍ତାନି ଢେର୍ ଦୂରଯାଏଁ ଆମେ…