ନିରଞ୍ଜନ ସାହୁ

ନିରଞ୍ଜନ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Makar Sankranti

ମକର ସଂକ୍ରାନ୍ତି

ମଘା ନକ୍ଷତ୍ରରେ ମାଘ ଆସିଲା । ମକର ସଂକ୍ରାନ୍ତି ଦେଖି ହସିଲା ॥ ମକର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି । ମକର ସଂକ୍ରାନ୍ତି ଫୁଲାଏ ଛାତି ॥ ସୂର୍ଯ୍ୟ ଅବସ୍ଥାନ ମକର କ୍ରାନ୍ତି । ତେଣୁ ଏ ତିଥି ମକର ସଂକ୍ରାନ୍ତି ॥ ଦକ୍ଷିଣ ଅୟନ ଗତି ସରିଲା । ଉତ୍ତର ଅୟନ ଆରମ୍ଭ ହେଲା ॥ ଏଣିକି ଶୀତର ଦାଉ କମିବ । ଖରାର ପ୍ରକୋପ ଏବେ ବଢ଼ିବ ॥ ଦିନ ବଢ଼ି ରାତି ଛୋଟ…

ଅଧିକ ପଢ଼ନ୍ତୁ