ନିନୁ ନାଏକ

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

ଫଗୁଣ ରାଣୀ ଲୋ ଫଗୁଣ ରାଣୀ ତୋ ରଙ୍ଗ ରୂପେ ସଭିଙ୍କୁ କଲୁ ଗୁଣି ଋତୁରାଜ ବସନ୍ତକୁ ସାଥେ ନେଇ ନାନା ରଙ୍ଗେ ସଜେଇ ହେଉ ଫୁଲେଇ । ତୋ ମାସେ ଦୋଳ ଯାତ କି ମନୋହର ରାଧାକୃଷ୍ଣ ଖେଳନ୍ତି ରଙ୍ଗର ଅବିର କୁଆଁରୀଙ୍କ ତୁ ଅଳସୀ ସପନ ଅସୁମାରୀ ସପନର ପ୍ରିତି ଗୋପନ । ହେ ଫଗୁଣ ରାଣୀ ତୁ ଯେବେ ମନେ ପଡ଼ୁ ଡହଡହ ଝାଞ୍ଜି, ଶୀତ ବି ଲାଗେ ଖୁବ ଆପଣାର ।…

ଅଧିକ ପଢ଼ନ୍ତୁ