ନୀଳାମ୍ବର ମହାନନ୍ଦ

ନୀଳାମ୍ବର ମହାନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Festival Manabasa Gurubarara Mahatwa (ମାଣବସା ଗୁରୁବାରର ମହତ୍ତ୍ୱ) by Nilambar Mahananda

ମାଣବସା ଗୁରୁବାରର ମହତ୍ତ୍ୱ

ବଳରାମ ଦାସ କୃତ ମହାଲକ୍ଷ୍ମୀ ପୁରାଣ (ମାଣବସା ଗୁରୁବାର) ଏକ ବିଶେଷ ପୁରାଣ ଭାବରେ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ଆଧାର କରି ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖିବା ଓ ନାରୀ ପୁରୁଷ ଦୁଇଟି ଜାତି ଛଡ଼ା ଅନ୍ୟ ସବୁ ମଣିଷର ଭ୍ରମ ମାନସିକତା ମନ ଗଢ଼ା ବାର୍ତ୍ତା ଦେଉଥିବା କଥା କୁହା ଯାଇଛି…

ଅଧିକ ପଢ଼ନ୍ତୁ
Odia poem Gana Duskarma (ଗଣ ଦୁଷ୍କର୍ମ) by Nilambar Mahananda

ଗଣ ଦୁଷ୍କର୍ମ

ବଞ୍ଚିବାକୁ ଦିଅ ପୃଥିବୀ ପୃଷ୍ଠରେ ବଞ୍ଚିବାକୁ ମୋତେ ଦିଅ ଅବଳା ଦୁର୍ବଳା କହୁଛି ଦୁନିଆ ତୁମେ ଥରେ ଭାବି ଦେଖ !! ଦିନକୁ ଦିନ ଗଣ ଦୁଷ୍କର୍ମ ହେଉଅଛି କାହା ପାଇଁ ଏଥିପାଇଁ କ’ଣ ସମସ୍ତେ ନିରବ ନେତା ମନ୍ତ୍ରୀ କାହା ପାଇଁ?? ନ୍ୟାୟ ମିଳୁନାହିଁଁ ପୀଡ଼ିତାଙ୍କୁ କାହିଁ ଦୋଷୀକୁ ମିଳୁନି ଦଣ୍ଡ ଆଉ କେତେଦିନ ଏମିତି ଚାଲିବ ଝିଅ ଜନମ କି ପାପ?? ନାରୀପାଇଁ ଆଜି ଦୁନିଆର ସୃଷ୍ଟି ନାରୀ ଜନ୍ମ ଦେଲା ତୁମକୁ ଜନ୍ମ…

ଅଧିକ ପଢ଼ନ୍ତୁ