ନୀଳାଦ୍ରି ବିହାରୀ ନାୟକ

atlas-ubacha

ଆଟଲାସ୍ ଉବାଚ (The Speaking Atlas)

ପ୍ରଥମ ଦୃଶ୍ୟ: ୮ ମାର୍ଚ୍ଚ ୨୦୧୮, ଗୁରୁଗ୍ରାମ, ହରିୟାଣା “ଛୋଟ ମୋର ଗାଁ ଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁ ଟି…” ସଚ୍ଚି ରାଉତରାୟଙ୍କ ଏହି କବିତାକୁ ନବେ ଦଶକରେ ଆମ ଦୂରଦର୍ଶନ (ଡିଡି ଓଡ଼ିଆ)ରେ ପ୍ରଥମଥର ପାଇଁ ଦେଖି ମୋ ଆଇଙ୍କ ଖୁସି କହିଲେ ନ ସରେ… ସେତେବେଳେତ ଆଜିକାଲି ପରି ଶହ ଶହ ଚ୍ୟାନେଲ୍‌‌ ନଥିଲା । ସେ ଯୁଗରେ ଯଦି ଗୁଗୁଲ୍ ମାନଚିତ୍ର ଥା’ନ୍ତା, ହୁଏତ ମୁଁ କବି…

ଅଧିକ ପଢ଼ନ୍ତୁ