ମୁକ୍ତିରାଣୀ ଦେବତା

ମୁକ୍ତିରାଣୀ ଦେବତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Nida Mausi De Aunsi (ନିଦ ମାଉସୀ ଦେ ଆଉଁସି) by Muktirani Debata

ନିଦ ମାଉସୀ ଦେ ଆଉଁସି

ନିଦ ମାଉସୀ ଦେ ଆଉଁସି ସୁନା ଧନକୁ ମୋର ଧନ ଯେ ମୋର ଶୋଉନି ଜମା ଲାଗୁଛି ତା’କୁ ଡର ॥ ଗପର ପେଡ଼ି ଦେଇଛି ଖୋଲି ଧନ ମୋ ଶୋଇବ ବୋଲି ଶୁଣିଦେଲେ ଥରେ ମାଆ ଡାକ ଟିକେ ଦୁନିଆଁ ମୁଁ ଯାଏ ଭୁଲି ॥ ହୃଦ ପସରା ମାଣିକ ହୀରା ମୋ ନୀଳ ଗଗନ ଶଶୀ ଅଭିମାନେ ପଦେ କହିଦେଲେ ଥରେ ଧନ ମୋ ଯାଉଛି ରୁଷି ॥ ବଡ଼ ହେଲେ ସିଏ ଅର୍ଜିବ…

ଅଧିକ ପଢ଼ନ୍ତୁ