ଦାୟିତ୍ୱ
ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୁର, ତୋ’ ମନ ପସନ୍ଦର ପାଉଁଜି ସବୁ ଆଣିଛି । ଏ ସବୁ ତୁ କେତେ ଭଲ ପାଉ, ସେକଥା ମୁଁ ଭଲ ଭାବରେ ଜାଣେ; ସେଥିପାଇଁ କେତେ ଯତ୍ନରେ ଏସବୁ କିଣି ଆଣିଛି । ବାପା ଗଲେ ଯେ ଗଲେ ତୋ’ ବାହାଘର ଦାୟିତ୍ୱ ଦେଇ ଗଲେ, “ତୁ ଆଜିଠୁ ତା’ ବାପା ଆଉ ଭାଇ…