ମନୋରଞ୍ଜନ ରାଉତ

ମନୋରଞ୍ଜନ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

tuma-pain

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ ! ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ ! ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା ! ସମୟ ଚକ୍ରରେ ତୁମେ ସତେ ଅନାମିକା ! ସ୍ୱପ୍ନ ରାଜ୍ୟର ଯେମିତି ନାୟିକା ମୋ କଠୋର ନିର୍ଦ୍ଦେଶର କରି ଅବମାନନା ବିଚଳିତ ମନ ମୋର ହେଇ ଆନମନା ତୁମକୁ ଖୋଜି ଖୋଜି ! ତୁମଠାରେ ଯାଇ !! ତୁମକୁ ପାଇ !! ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା…

ଅଧିକ ପଢ଼ନ୍ତୁ