ମନୋଜ ମହାକୁଡ଼

Premara Paribhasa

ପ୍ରେମର ପରିଭାଷା

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି?? ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ…

ଅଧିକ ପଢ଼ନ୍ତୁ