ଜାତି ସ୍ୱାଭିମାନର ନବଜାଗରଣ
ଓଡ଼ିଶା ଇତିହାସ ଏବଂ ସାହିତ୍ୟକୁ ଅନୁଶୀଳନ କଲେ ଜଣାଯାଏ, ଓଡ଼ିଶା ମାଟି – ଆନ୍ଦୋଳନର ମାଟି, ବିଦ୍ରୋହର ମାଟି, ବିପ୍ଳବର ମାଟି ଓ ବୀରତ୍ୱର ମାଟି । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆଦିବାସୀ ମେଳିଠାରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ, ଇତିହାସର ପୃଷ୍ଠା ସବୁ ଓଡ଼ିଆ ଜନସାଧାରଣଙ୍କ ସ୍ଵର ଉତ୍ତୋଳନ ଓ ପ୍ରତିବାଦର ସ୍ୱାକ୍ଷର ବହନ କରେ । କ୍ଷତିକାରକ ସାମାଜିକ ପ୍ରଥା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ସବୁକୁ ଲୋପ କରିବାପାଇଁ ବହୁ ସମୟରେ ସଂସ୍କାରମୂଳକ…