
ନାରୀ ତୁହି ବନ୍ଦନୀୟା
ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି ସେନେହ ମମତାର ପ୍ରତୀକ ସାଜୁ ତୁହି ଭଗିନୀ ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ । ମାତୃ ରୂପେ ସନ୍ତାନର ସହୁ କେତେ ଅଳି ସ୍ତ୍ରୀ ସାଜି ସ୍ୱାମୀ ସାଥେ ଚାଲି ଥାଉ ପୁଣି । ଗର୍ଭର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ ଦୁଃଖ କଷ୍ଟ ସହି ଚାଲୁ ଜୀବନର ବାଟ । ତୋ’ ଲୁହ ଲୁଚାଉ ପରା ଦୁନିଆ ଆଗରେ ଛାତିରେ ପଥର ଲଦି ଓଠରେ…