ମଧୁମିତା ମିଶ୍ର

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mo Akhire Tu - 2nd Part

ମୋ ଆଖିରେ ତୁ… (ଦ୍ୱିତୀୟ ଭାଗ)

ସେତିକି କ୍ଷମା କରି ଦେଇଥିଲେ ହୁଏତ…!! କେତେ ଡରି ଯାଇଥିଲା ଶାମ୍ବ ସେଦିନ…! ଯେତେବେଳେ ଋଷିଙ୍କ ଅଭିଶାପ ପାଇ ବ୍ୟସ୍ତ ହୋଇ ଖୋଲି ପକାଉଥିଲା ତା’ର ମିଥ୍ୟା ରଚିତ ଗର୍ଭକୁ…!! ଆଉ ତା’ ଭିତରୁ ବାହାରି ପଡ଼ିଥିଲା ଏକ ଲୁହାର ମୂଷା…!! ଏଇଟା କ’ଣ କେବେ ସମ୍ଭବ କି ଯେ ଏକ ମିଛ କପଡ଼ା ଭର୍ତ୍ତି ପୋଷାକ ଭିତରୁ ଏକ ଲୌହ ମୂଷିକ ଜନ୍ମ ନେଇଯାଇପାରେ?? ଲୋକକଥା କୁହେ ଶାମ୍ବ କୁଆଡ଼େ ଗର୍ଭ ଯନ୍ତ୍ରଣା ସହ୍ୟ କରିଥିଲା…

ଅଧିକ ପଢ଼ନ୍ତୁ
Mo Akhire Tu - 1st Part

ମୋ ଆଖିରେ ତୁ… (ପ୍ରଥମ ଭାଗ)

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍… ସର୍ବାଳୋଙ୍କାର ଯୁକ୍ତ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ… ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍… ବ୍ରହ୍ମଦାରୁମ୍ ନମାମି… ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି… ଜଗାରେ…ସତ କହ ତ… କ’ଣ ମୁଁ ତୋ’ ବିଷୟରେ କିଛି ଲେଖି ପାରିବି କି? ତୁ ତ ଅବ୍ୟକ୍ତ… କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋ’ର ଇଚ୍ଛା ହୁଏ । ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ…

ଅଧିକ ପଢ଼ନ୍ତୁ