ଲାଲା ଓମ୍ ପ୍ରକାଶ ରାଉତ

ଲାଲା ଓମ୍ ପ୍ରକାଶ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Golapa (ଗୋଲାପ) by Lala Om Prakash Rout

ଗୋଲାପ

ପୃଥିବୀର ଯେ କେହି ବି ଯେତେ ନିର୍ଦ୍ଦୟ ନିଷ୍ଠୁର ମଣିଷଟିଏ ହୋଇଥାଉ ନା କାହିଁକି, ଗୋଲାପ ଶବ୍ଦଟି ଶୁଣିବା କ୍ଷଣି ମନରେ ସତେ ଯେମିତି ଶିହରଣ ଖେଳି ଯାଏ ! ପାର୍ଶ୍ଵ ବାର୍ତ୍ତାବରଣ ଯେମିତି ପ୍ରେମମୟ ହୋଇଯାଏ, ସେମିତି ମୁହୂର୍ତ୍ତଟିଏ ପାଇଁ ମନ ମଧ୍ୟରେ ସୃଷ୍ଟିହୁଏ ରୋମାଞ୍ଚ । କାହିଁକି ନା ଗୋଲାପ ହେଉଛି ପ୍ରେମର ପ୍ରତୀକ; କେତେ ପ୍ରେମୀମାନଙ୍କର ମୁକସାକ୍ଷୀ ସେ !! ମେଟ୍ରିକ୍ ପାସ୍ ପରେ ନୂଆ ନୂଆ କଲେଜ ଯାଉଥାଏ, କିଶୋର ଅବସ୍ଥାରୁ…

ଅଧିକ ପଢ଼ନ୍ତୁ