ହେ ପୁରୁଷ ଜାତି
ଯୁଗେ ଯୁଗେ ଚିର ନମସ୍ୟ ତୁମେ, ହେ ପୁରୁଷ ଜାତି ଅସୀମ ପୈାରୁଷ ଯୁକ୍ତା ତୁମ ଅନ୍ତର ଯୁବ ଶକତି ବୈଷୟିକ ଜ୍ଞାନବିଜ୍ଞାନ କୈାଶଳେ ଭରା ତୁମ ମନ ଆଗେ ବଢ଼ିଚାଲ ତୁଟାଇ ସବୁ ସଂସାର ମାୟା ବନ୍ଧନ କ୍ଷଣ ଭଙ୍ଗୁର ପ୍ରତାରଣା, ମୋହର ଶିକାର ନ ହୋଇ ବୀର ଯୋଦ୍ଧା ତୁମେ ଉଠ, ଶତପୈାରୁଷ ଜାଗ୍ରତ କରି ବେଶ୍ୟାବୃତ୍ତିର ମାଦକତାରେ ନ ହୋଇ ପ୍ରପୀଡ଼ିତ ତୁମ ପାଖେ ଥିବା ଜ୍ଞାନମଞ୍ଜରୀକୁ କର ବାରେ ପ୍ରସ୍ଫୁଟିତ ନିଶାଦ୍ରବ୍ୟ…