ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଡ. ଜ୍ୟୋତି ପ୍ରକାଶ ମହାପାତ୍ର ପେଶାରେ ଜଣେ ପ୍ରାଧ୍ୟାପକ, ଯିଏକି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମଜବୁତ କରନ୍ତି, ନୂଆ ନୂଆ ସାମ୍ବାଦିକ ଗଢ଼ି । ଅଧୁନା ସେ ଆଇଆଇଏମ୍‌ସି, ଢେଙ୍କାନାଳରେ କାର୍ଯ୍ୟରତ ଏବଂ ପୂର୍ବରୁ ଜଣେ ସାମ୍ବାଦିକ ଭାବରେ ଅନେକ ବର୍ଷ ଧରି କାମ କରିଛନ୍ତି । ସାମାଜିକ ଗଣମାଧ୍ୟମ ସହିତ ବିଭିନ୍ନ ଖବରକାଗଜରେ ନିୟମିତ ଭାବରେ ସ୍ତମ୍ଭ ରଚନା କରନ୍ତି ସେ ।

Odia Poem Eklapanara Kabita (ଏକ୍ଲାପଣର କବିତା) by Jyotiprakash Mohapatra

ଏକ୍ଲାପଣର କବିତା

ମୈତ୍ରେ ହୋ ! କୋଉଠି ରହୁଛ ଆଜିକାଲି ଶୁଣିଲଣି ନା ତମ ବନ୍ଧୁଙ୍କ ହାଲୋ ଟ୍ୟୁନ୍ କିମିତି ଶୁଣିବ ତମେ ଫୋନ ତ ଲଗାଇ ନ ଥିବ ବର୍ଷ ବର୍ଷ ଧରି । ମେଁ ଜିନ୍ଦେଗୀ କା ସାଥ୍‌ ନିଭାତା ଚଲା ଗୟା ହର ଫିକ୍ର କୋ ଧୂଏଁ ମେଁ ଉଡ଼ାତା ଚଲା ଗୟା ଆଜିକାଲି ଶୁଭୁଛି ଇଚ୍ଛା ହେଲେ ସେ ଫୋନ ଉଠୋଉଚି ଇଚ୍ଛା ହେଲେ ଫୋନ କାଟି ଦେଉଚି । ହ୍ୱାଟ୍‌ସଆପ୍‌ ବି ତ…

ଅଧିକ ପଢ଼ନ୍ତୁ