ହ୍ରିତିକ ବେହେରା

ହ୍ରିତିକ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ପରକାୟ

ପରକାୟ

ପଶ୍ଚିମ ଆକାଶରେ ରବି ମିଶିଯିବା ପାଇଁ ବ୍ୟସ୍ତ । ଆଉ କିଛି ସମୟର ଅପେକ୍ଷା ପରେ ସନ୍ଧ୍ୟା ବି ଲୁଚିଯିବ ଆଉ ଭେଟିଦେବ ଅନ୍ଧକାର ଭରା ରାତିକୁ । ସମୟ ସନ୍ଧ୍ୟା ୫.୩୦ ହବ । ହସ୍ପିଟାଲର ବିଛଣାରେ ବସି ରାଧାକୃଷ୍ଣ ବାବୁ, ବଡ଼ ପୁଅ ସୁରେଶର ହାତ ଧରି କାନ୍ଦୁଥାନ୍ତି । ସ୍ଵାମୀଙ୍କ ପାଖରେ ବସିଥାନ୍ତି ପତ୍ନୀ ସାରଦା ଦେବୀ । ବଡ଼ ଭାଇର ପଛରେ ତଳକୁ ମୁଁହ କରି ଛିଡ଼ା ହୋଇଥାଏ ସାନ ଭାଇ…

ଅଧିକ ପଢ଼ନ୍ତୁ