ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Odia Festival Bada Osha (ବଡ଼ଓଷା) Katha

ବଡ଼ଓଷା କଥା

୧୨ ମାସରେ ୧୩ ପର୍ବ କାହିଁକି ୨୩ ନୁହେଁ ୩୩ ଠାରୁ ବି ଅଧିକ ପର୍ବପାଳନ ହୁଏ ଓଡ଼ିଶାରେ । ତନ୍ମଧ୍ୟରୁ କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ପାଳନ ହେଉଥିବା ବଡ଼ଓଷା ହେଉଛି ଅନ୍ୟତମ । ଏହିଦିନ ବାବା ଧବଳେଶ୍ୱରଙ୍କ ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ବାବା ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ବଡ଼ ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍ଥାନ ଏକାଦଶୀ ପରେ…

ଅଧିକ ପଢ଼ନ୍ତୁ
Machhakandana Waterfall (ମାଛକାନ୍ଦଣା ଜଳପ୍ରପାତ) of Similipal National Part, Mayurbhanj, Odisha

ମାଛକାନ୍ଦଣା ଜଳପ୍ରପାତ

ଆମ ଓଡ଼ିଶାରେ ଅନେକ ଜଳପ୍ରପାତ ରହିଛି ଆଉ ସେମିତି ଏକ ଜଳ ପ୍ରପାତ ହେଉଛି ମାଛକାନ୍ଦଣା ଜଳପ୍ରପାତ । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପାଖରେ ପହଞ୍ଚିବାକୁ ହେଲେ ପାହାଡ଼ ଚଢ଼ି ପାହାଡ଼ିଆ ଝରଣା ପାର୍ ହେବାକୁ ପଡ଼ିଥାଏ । ବାରିପଦାଠାରୁ ୨୨ କିଲୋମିଟର ଦୂର ଲୁଲୁଙ୍ଗ ଓଟିଡିସି ବଙ୍ଗଳା ପର୍ଯ୍ୟନ୍ତ ଯିବାକୁ ପଡ଼େ ଏବଂ ଏହାପରେ ଆରମ୍ଭ ହୁଏ ମୁଖ୍ୟ ଯାତ୍ରା । ପାହାଡ଼ ଚଢ଼ି ପାଖାପାଖି ୮…

ଅଧିକ ପଢ଼ନ୍ତୁ
Odia Actress Jharana Das (ସୁନାମଧନ୍ୟା ଅଭିନେତ୍ରୀ ଝରଣା ଦାସ)

ସୁନାମଧନ୍ୟା ଅଭିନେତ୍ରୀ ଝରଣା ଦାସ

୧୯୬୦ ଦଶକରେ ଏ ରକ୍ଷଣଶୀଳ ସମାଜରେ ଯେତେବେଳେ ନାରୀମାନଙ୍କୁ ଅଭିନୟ କ୍ଷେତ୍ରରେ କାମ କରିବାକୁ ବାରଣ କରାଯାଉଥିଲା, ସେତେବେଳେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତର ପାଦ ଥାପିଥିଲେ ଜଣେ ଅନନ୍ୟା ନାୟିକା, ଝରଣା ଦାସ । ସ୍ନାତକ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ଥିଲେ ସେ । କଥାଚିତ୍ର ଜଗତରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୁଏ ମଲାଜହ୍ନ କଥାଚିତ୍ରରୁ । କିନ୍ତୁ ଏହା ପୂର୍ବରୁ ମୁକ୍ତିଲାଭ କରିଥିଲା ତାଙ୍କ ଅଭିନୀତ ଦ୍ୱିତୀୟ କଥାଚିତ୍ର ଅମଡ଼ା…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 39th Edition (ଶୁଭପଲ୍ଲବ ୩୯ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ନବତ୍ରିଂଶ ସମ୍ପାଦକୀୟ

ଆମ ସଂସ୍କୃତି ଓ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏହାର ପ୍ରତ୍ୟେକଟି ବିଷୟବସ୍ତ କେଉଁଠି ନା କେଉଁଠି ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ । ସେମିତି ଏକ ପର୍ବ ହେଉଛି ରଜ ପର୍ବ, ଯାହାକୁ କେବେଠାରୁ ଆଉ କିଏ ପାଳନ କରିବା ଆରମ୍ଭ କରିଥିଲା ଖୋଜିବା ମୂର୍ଖାମୀ ହେବ । କିନ୍ତୁ ଏହା ପଛରେ ଥିବା କାରଣ (ବୈଜ୍ଞାନିକ ହେଉ ବା ଧାର୍ମିକ ହେଉ) ଏକ ମହତ ଉଦ୍ଦେଶ୍ୟ ପ୍ରତିପାଦନ କରେ ।…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 38th Edition (ଶୁଭପଲ୍ଲବ ୩୮ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟତ୍ରିଂଶ ସମ୍ପାଦକୀୟ

୧୯୦୧ ମସିହା ପରଠାରୁ ଏହି ବର୍ଷ ଅର୍ଥାତ ୨୦୨୨ରେ ଭାରତ ଓ ପାକିସ୍ତାନରେ ସବୁଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ଫଳରେ ମାର୍ଚ୍ଚ ଓ ଅପ୍ରେଲ ମାସରେ ତାପମାତ୍ର ୪୯ ଡିଗ୍ରୀ ସେଲିସିଅସ୍‌ଠାରୁ ମଧ୍ୟ ଅଧିକ ଥିଲା । ଗ୍ରୀଷ୍ମ ଋତୁର ଆରମ୍ଭରେ ଅନେକ ସ୍ଥାନରେ ସାଧାରଣ ବର୍ଷାର ମାତ୍ର ଏକ ଚତୁର୍ଥାଂଶ ବର୍ଷା ହୋଇଥିଲା ଏବଂ ଆଧିକାଂଶ ସ୍ଥାନରେ ବର୍ଷାର ଗୋଟିଏ ବି ବୁନ୍ଦା ଦେଖିବାକୁ ମିଳିନଥିଲା । ଅତ୍ୟଧିକ ଉତ୍ତାପ ଯୋଗୁଁ ଗୁଜୁରାଟର…

ଅଧିକ ପଢ଼ନ୍ତୁ