
ଗୁରୁ ପୂର୍ଣ୍ଣିମା
ଅଜ୍ଞାନ ଅନ୍ଧାର ଦୂର କରି ତୁମେ ଦେଇଛ ଜ୍ଞାନର ଆଲୋକ । ଦିବ୍ୟ ଚେତନା ମନ୍ତ୍ର ଦେଇ ତୁମେ ଜୀବନକୁ କରିଛ ପୁଲକ ॥ ଆଲୋକର ଶିଖା ପରି ଜଳି ସଭିଙ୍କୁ ଜ୍ଞାନ ବାଣ୍ଟିଲ । ଗୁରୁ ଯେ ସତରେ ଇଶ୍ଵର ଠୁ ବଡ଼ ପ୍ରମାଣ ତୁମେ କଲ ॥ ଗୁରୁ ତୁମେ ମୋର ମର୍ତ୍ତ୍ୟ ଦେବତା ତୁମ ପାଦେ ତଳେ ରଖ । ଜୀବନକୁ ମୋର କର ହେ ସରସ ତୁମ ବାହୁ ତଳେ ରଖ…