ଡ. ଦୀପକ କର

ଡ. ଦୀପକ କର ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଜଡ଼ିତ ।

A Letter from a Doctor

ଜଣେ ଡାକ୍ତରଙ୍କ ଚିଠି

କରୋନା ଭୂତାଣୁ ଆକ୍ରାନ୍ତର ବିଭିନ୍ନ ଖବର ଆସିବା ସହ ଏବେ ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି । ଧ୍ୟାନ ଦେଇ ପଢ଼ିବେ । ଖୁବ୍‌ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ । “ମୃତ୍ୟୁକୁ ଆମେ ଏଡ଼ାଇପାରିବା ନାହିଁ, କାରଣ ସେଥିରେ ମଧ୍ୟ ଆମକୁ ନିର୍ଣ୍ଣୟ ନେବାକୁ ହେବ,…

ଅଧିକ ପଢ଼ନ୍ତୁ
use-of-masks-for-coronavirus

କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଖାଲି ମାସ୍କ୍ ବ୍ୟବହାର କରିବା ଜରୁରୀ କି?

ଅଧୁନା କରୋନା ଭୂତାଣୁ ବିଶ୍ୱ ସମୁଦାୟକୁ ଏକ ବଡ଼ ସଙ୍କଟରେ ପକେଇ ଦେଇଥିବାବେଳେ ଭାରତରେ ଏହାର ଉପସ୍ଥିତି ମଧ୍ୟ ଲୋକମାନଙ୍କୁ କେତେକାଂଶରେ ଭୟଭୀତ କରିଛି । ଏହି ଭୟର ଲାଭ ଉଠାଇ କେତେ ଲୋକ ମଧ୍ୟ ଅପପ୍ରଚାର କରିବାରେ ଲାଗିଛନ୍ତି । ସେହିଭଳି କିଛି ଅପପ୍ରଚାରକୁ ସାମ୍ନାରେ ରଖି ଏବଂ ମୁହଁରେ ଲଗାଇବାକୁ ଥିବା ମାସ୍କ କେମିତି ବ୍ୟବହାର କରିବେ, ସେ ଉପରେ ଡ. ଦୀପକ କର ମହୋଦୟଙ୍କ ଦ୍ୱାରା ଏହି ଆଲେଖ । (ଅନେକ ବ୍ୟକ୍ତିଙ୍କ…

ଅଧିକ ପଢ଼ନ୍ତୁ