ଡ. ଅମ୍ରିତା ପାଣି

ଡ. ଅମ୍ରିତା ପାଣି ଓଡ଼ିଆ ଭାଷାରେ କିଷମ କିଷମର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିଦେଶ ଯାତ୍ରାର କିଛି ଅନୁଭୂତିକୁ ସେ ଶବ୍ଦରେ ସଜେଇ ସୁନ୍ଦର ଭାବରେ ବଖାଣନ୍ତି ସେ ଦେଶକୁ, ରାଜ୍ୟକୁ, ସହର ଅବା ସ୍ଥାନକୁ । ସେମିତି କିଛି ଭ୍ରମଣକାହାଣୀ ମଧ୍ୟ ପ୍ରକାଶ ପାଇଛି ଶୁଭପଲ୍ଲବରେ ।

i-have-been-to-london

ଆଇ ହାଭ ବିନ ଟୁ ଲଣ୍ଡନ୍ ଟୁ ଲୁକ୍ ଆଟ୍ ଦି କୁଇନ୍…

ଚାଟଶାଳୀରେ ବସି ପଣିକିଆ ଘୋଷୁଥିବା ବୟସରେ ହାତରେ କିଏ ଧରାଇଦେଇଥିଲା ନର୍ସରୀ ରାଇମ୍ ବହିଟିଏ । ଗୀତଗୁଡ଼ିକ ମଧ୍ୟରେ ସୁପ୍ରସିଦ୍ଧ ଶିଶୁ ଗୀତିକା “ପୁଷି କ୍ୟାଟ୍” ମୋର ସବୁଠାରୁ ପ୍ରିୟ ଥିଲା । ଗୀତଟିର ସାର ହେଲା ଏକ ବିଲେଇ ବିଲାତ ଭ୍ରମଣରେ ଯାଇ ସେଠି ରାଣୀଙ୍କ ଆସନ ତଳେ ଲୁଚିଥିବା କୁନି ମୂଷାଟିକୁ କିପରି ଡରାଇ ଦେଇଛି । ମୁଁ ସବୁବେଳେ କଳ୍ପନା କରୁଥାଏ ସତରେ ମୁଁ କେବେ ସ୍ଵଚକ୍ଷୁରେ ଦେଖି ପାରିବି ଇଂଲଣ୍ଡ ରାଣୀ…

ଅଧିକ ପଢ଼ନ୍ତୁ