ଡୋଳାମଣି ପଧାନ

ଡୋଳାମଣି ପଧାନ ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Dhanu Jatra (ଧନୁଯାତ୍ରା) - A Sambalpuri Poem by Dolamani Padhan

ଧନୁଯାତ୍ରା

ଦମାକ୍‌ ଦମାକ୍‌ ମାଦଳ୍‌ ବାଜୁଛେ, ବରଗଡ଼ ସଜାବୁଜା ନୁ ସୁନ୍ଦର୍‌ ଦିଶୁଛେ ॥୧॥ ଦିନ୍‌ ପାଚ୍‌ଟା ଥୂ ହେବା ମଥୁରା ନଗରୀ, ରାଜୁତି କର୍‌ବା କଂସ ରଜା ଆକ୍‌ତିରୀ ॥୨॥ ବଜାରେ ହେବା ରଜାର୍‌ ଦରବାର୍‌, ନିଶାମଣି ନୁ ହେବା ରଙ୍ଗମହଲ୍‌‌ର କାରବାର୍‌ ॥୩॥ ଇସ୍କୁଲ୍‌ ପଡ଼ିଆ ନୁ ବସ୍‌ବା କେତେ ଲେହେଟି, ଦୁଲି ଆନ୍‌ବେ ସଦ୍ଭେ ଦେଇ ପଏସା ପେଟି ପେଟି ॥୪॥ ମୀନା ବଜାର୍‌ର ଜମକ୍‌କେ ମେଳା ପ୍ରଦର୍ଶନୀ, ଦେଖଲେ ସବୁ ଜିନିଷ୍‌ ଲାଗ୍‌ସି,…

ଅଧିକ ପଢ଼ନ୍ତୁ
Prema Gatha

ପ୍ରେମଗାଥା

ପ୍ରେମ ପକ୍ଷୀର ଯେ ଦୁଇଟି ଡେଣା ଏ ପାଖେ ପ୍ରେମିକ ଅନ୍ୟପାଖେ ଠିକଣା ।। ଦୁହେଁ ଯେ ନିଜର ମନର ରୂପରେ କେଲି କହୁଥାନ୍ତି ହୃଦୟ ମନ୍ଦିରେ ।। ପ୍ରେମିକା ମନର କଥା ପ୍ରେମିକକୁ ଜଣା ଆତ୍ମା ମିଳନରେ ନ ହୁଅନ୍ତି ବାଟବଣା ।। ପ୍ରେମର ଦେବ ଯେ କାମଦେବ ରାଜା ଶର ବିଦ୍ଧ କରି ମନରେ, ବଜାନ୍ତି ବାଜା ।। ପ୍ରେମିକ ପାଇଁ ପ୍ରେମିକା ଅଟେ ସବୁକିଛି ସ୍ୱର୍ଗର ଉର୍ବସି ତା’ ପାଇଁ ନୁହନ୍ତି କିଛି…

ଅଧିକ ପଢ଼ନ୍ତୁ