ଅଳିଆଗଦା
ଗତ କିଛିଦିନ ହେଲା ହରେଶର ବ୍ୟବହାର, କାମ କରିବାର ଶୈଳୀ, ସବୁରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ସମ୍ବିତ । ଅଫିସ କାମ ସରିବା ପରେ ସନ୍ଧ୍ୟାରେ ଏକାଠି ହୋଇ ତା’ ସଙ୍ଗେ ଘରକୁ ଯିବ ବୋଲି ମନସ୍ଥ କଲା ସେ । ଆଜି ଯାହା ହେଲେ ବି ସତ କଥା ପଚାରି ବୁଝିବ ବୋଲି ମନେ ମନେ ଠିକ କଲା । ସମ୍ବିତ ଓ ହରେଶ କେବଳ ସହକର୍ମୀ ନୁହଁନ୍ତି ବରଂ ଦୁହେଁ ସହପାଠୀ ମଧ୍ୟ ।…