ଦେବାଶିଷ ମହାନ୍ତି

ଦେବାଶିଷ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Asajada Jibana (ଅସଜଡ଼ା ଜୀବନ) by Debasish Mohanty

ଅସଜଡ଼ା ଜୀବନ

କ୍ରିଂ କ୍ରିଂ! ହଠାତ୍ ବାଜି ଉଠିଲା ଫୋନ୍‌ଟି, ରାତି ୧.୪୫ମି ହବ । ଉଠି ଦେଖେ ତ ଦେହସାରା ଝାଳ… ଭାବି ପାରିଲିନି ଫୋନ୍‌ଟିକୁ ଉଠେଇବି କି ସେ ହୃଦୟର ସ୍ପନ୍ଦନକୁ ଶାନ୍ତ କରିବି ।ଫୋନ୍‌ଟିକୁ ଉଠେଇଲା ବେଳକୁ, ସିଟ୍ ଯା !! କେତେ ଚିନ୍ତା ମୁଣ୍ଡରେ ଭର୍ତ୍ତି ହୋଇଗଲା I କାହାର ସେ ଫୋନ୍‌ଟି ହୋଇଥିବ, ଏତେ ରାତିରେ କିଏ ସେ ହେଇପାରେ, କିଛି ଅଘଟଣ ଘଟିନି ତ? ସତେ ଯେପରି କେତେ ଅବାନ୍ତରିଆ ରାସ୍ତାର…

ଅଧିକ ପଢ଼ନ୍ତୁ