କରୋନାର ମାୟାଜାଲ
ସମୟ ବି ବେଳେ ବେଳେ ପରୀକ୍ଷା କରିଥାଏ, ଅଧର୍ମର ବୃଦ୍ଧି ହେଲେ, ପ୍ରତିଶୋଧ ନିଏ । ଏ ମୂଢ଼ ମାନବ ଜାତି ଲୋଭ କରୁ ନୀତି, ଅତି ଆଜି ଇତି ହେଲା, ଧ୍ୱଂସ ମୁଖରେ ପ୍ରକୃତି । ନିଜ ଖୁସି ପାଇଁ କେତେ ଜୀବ କଲୁ ହତ୍ୟା, ପ୍ରକୃତି ରାଣୀକୁ କଲୁ କେତେ ଯେ ହୀନସ୍ତା । ଜୀବ ହତ୍ୟା ପାପେ ଆଜି ହେଲୁ ତୁହି ଛନ୍ଦି, କରୋନାର ମାୟାଜାଲ କଲା ତୋତେ ବନ୍ଦୀ । ଆତ୍ମୀୟମାନଙ୍କୁ…