ବିଷ୍ଣୁ ମୋହନ ଅଧିକାରୀ

ବିଷ୍ଣୁ ମୋହନ ଅଧିକାରୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ବିଭିନ୍ନ କଥା ସୋସିଆଲ ମିଡ଼ିଆ ଏବଂ ବ୍ଲଗ୍ ଜରିଆରେ ଲୋକଲୋଚନକୁ ଆଣିଥାନ୍ତି ।

ଆଉ ଏକ ଗଞ୍ଜପାର ସହର

ଉତ୍କଳୀୟ ରାଜା ମହାରାଜାମାନଙ୍କ ସଉକ ବିଷୟରେ ହୁଏତ ବହୁତ କମ ଲୋକ ଜାଣନ୍ତି । ଘୋଡ଼ା ଦୌଡ଼, ଫୁଟବଲଠାରୁ କ୍ରିକେଟ ଭଳି ଆଧୁନିକ କ୍ରୀଡ଼ାରେ ରୁଚିରଖିଥିବା ରାଜା ମହାରାଜା ମାନେ ପ୍ରାଚୀନ ସାର ଖେଳକୁ ମଧ୍ୟ ନିଜ ସଉକରେ ରଖିଥିଲେ । ସେଥିମଧ୍ୟରୁ ଗଞ୍ଜପା ଖେଳ ଅନ୍ୟତମ । ଯାହା କି ସାରା ବିଶ୍ୱରେ ପରିଚିତ । ମହାରାଷ୍ଟ୍ରର ସାହୁଜୀ ଦରବାର ହେଉ କି ବ୍ରିଟିଶ ସଂଗ୍ରହାଳୟରେ ଥିବା ଗଞ୍ଜପା, ଏ ସବୁ ଆମ ଓଡ଼ିଶାର ବିଶ୍ଵଦରବାରରେ ପ୍ରସିଦ୍ଧିକୁ ସୂଚାଏ । ତେବେ ଏହି…

ଅଧିକ ପଢ଼ନ୍ତୁ
ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା (Apanna Parichha)

ଅମଳିନ ସୃଷ୍ଟିର ପ୍ରଜ୍ଞାପୁରୁଷ: ନାଟ୍ୟକାର ଆପନ୍ନା ପରିଚ୍ଛା

(୧୪୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ) ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ । ସେଥିମଧ୍ୟରୁ ନାଟ୍ୟକାର ଆପନ୍ନା ପରିଚ୍ଛା ଥିଲେ ଅନ୍ୟତମ । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜ ସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା । ୧୮୭୯ ମସିହା ମଇ ମାସ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ପାରଳାଖେମୁଣ୍ଡି ସହରରେ ଜନ୍ମ ଗ୍ରହଣ କରିଥିଲେ…

ଅଧିକ ପଢ଼ନ୍ତୁ
krushnachandra-gajapati

ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସେଦିନ ଜମିଦାରୀର ଅନ୍ୟ ଏକ ଭାଗ ପୁରୀ ଜିଲ୍ଲା ଡେଲାଙ୍ଗରେ ଦିବଙ୍ଗତ ମହାନାୟକ ବିଜୁ ବାବୁଙ୍କ ପିତା ଦିୱାନ ଲକ୍ଷ୍ମୀନରାୟଣ ପଟ୍ଟନାୟକ ସହ ଉପସ୍ଥିତ ହୋଇଗଲେ ମହାରାଜ । କାରଣ, ଜାତିର ପିତାଙ୍କ ଆଗମନ ହୋଇଥାଏ, ଗାନ୍ଧିଜୀ ଉକ୍ତ ଦିନ ଦିନିକିଆ ମୌନ ବ୍ରତରେ ଥାଆନ୍ତି । କିଛି ଉପହାର ସହ ଭେଟିବାକୁ ଯାଇ, ମହାରାଜ ଗୋଟିଏ ପ୍ରଶ୍ନ କରିଲେ, “ଆପଣ ମୋ ରାଜ୍ୟକୁ ବୁଲିଆସିଥିଲେ ଏହା କିପରି ଲାଗିଲା?” ଏକ ଛୋଟିଆ କାଗଜରେ ପେନ ସିଲରେ ଉତ୍ତରରେ ଲେଖିଗଲେ…

ଅଧିକ ପଢ଼ନ୍ତୁ
ପ୍ରଥମ ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା (Pandit Gopinath Nandasharma)

ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

୧୮୯୬ ମସିହାରେ ଓଡ଼ିଆ କଲେଜ ଖଣ୍ଡ ବିଖଣ୍ଡିତ ଓଡ଼ିଶାରେ ମାତ୍ର ଥିଲା ତିନି ଗୋଟି । ମାଡ୍ରାସ ପ୍ରେସିଡେନ୍ସ ଅଧୀନରେ ଥିଲା ରାଜାସ୍ କଲେଜ । ସେତେବେଳେ ଏଫ୍.ଏ ଖସଡ଼ାରେ ଥିଲା “ଜାନକୀ ପରିଣୟ” । ଓଡ଼ିଆ ଭାଷାରେ ଅନୁବାଦିତ ନ ହୋଇଥିବା ଯୋଗୁଁ ପିଲେ ଅନ୍ୟ ପୁସ୍ତକ ପଢ଼ୁଥିଲେ । ଦିନେ କ୍ଳାସ୍ସ ସାରି ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଫେରନ୍ତେ ଗିଡୁଗୁ ରାମମୂର୍ତ୍ତି ଏବଂ କିଛି ତେଲୁଗୁ ଅଧ୍ୟାପକ ଥଟ୍ଟା କରି କହିଲେ, “ଦେଖନ୍ତୁ ଆମ ତେଲୁଗୁ ଭାଷାରେ…

ଅଧିକ ପଢ଼ନ୍ତୁ
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବିଷ୍ଣୁ ପରିବାରରେ, ସେଥିପାଇଁ ସେ ବିଷ୍ଣୁ ମନ୍ଦିର ଦର୍ଶନରେ ଯାଇ କିଛି ସମୟ କଟାଉ ଥିଲେ । ମହାତ୍ମାଙ୍କ ମାତୃ ପିତୃ ବିୟୋଗ ପରେ ସେ ଭୂତ ପ୍ରେତରେ ବିଶ୍ୱାସ ରଖି ଅନେକ ସମୟରେ ଡରୁଥିଲେ । ତାଙ୍କ ଗୃହରେ ଥିବା ଜଣେ ଧାଈ ଗାନ୍ଧୀଙ୍କୁ କହିଲେ, “ରାତିରେ ରାମ ନାମ ଜପି ନିଦ୍ରା ଗଲେ ଭୟ ସଞ୍ଚାର ହେବନାହିଁ ।” ତାଙ୍କ କଥାକୁ ପାଥେୟ କରି ନିଦ୍ରା ସମୟରେ ରାମ ନାମ ଭଜନ କରି ଶୋଉଥିଲେ ।…

ଅଧିକ ପଢ଼ନ୍ତୁ