ମୋ ଗାଆଁରେ ଶୀତର ଦୃଶ୍ୟ
ଶୀତ ତା’ ପସରା ମେଲାଇ ଦେଲାଣି ମୋ ଗାଆଁରେ ସକାଳ ସୂରଜ ମୁରୁଜ ପକାଏ ମୋ ଘର ଅଗଣାରେ । କୁହୁଡ଼ି ଚାଦର ଢାଙ୍କି ତ ଦେଲାଣି ଗାଁକୁ ମୋର ଘାସର ବକ୍ଷରେ ଶିଶିର ବିନ୍ଦୁ ଯେ କରେ ବିଭୋର । ଚତୁପାର୍ଶ୍ୱ ଛାଇଗଲା ଶିଶିରେ ଶୀତୁଆ ସକାଳେ ମୋ ଗାଁର ଦୃଶ୍ଯ ରହିଗଲା ମୋ ମନ ଭିତରେ । ଶୀତର ସକାଳ ଲାଗେ ମନୋରମ ସୂରୁଯ କିରଣେ ଚତୁପାର୍ଶ୍ୱ ଅଜି ଦିଶୁଛି ସ୍ୱର୍ଣିମ ଖଳାକ୍ଷେତ ସବୁ…