ଭାଷା, ସାହିତ୍ୟ ଓ ସଂସ୍କୃତି
ଭାଷା, ସାହିତ୍ୟ ଓ ସଂସ୍କୃତି – ତିନିଗୋଟି ଭିନ୍ନଭିନ୍ନ ପରିଧିରେ ଅବସ୍ଥାନ କରୁଥିଲେ ମଧ୍ୟ ଏମାନଙ୍କ ଭିତରେ ଏକ ଅନ୍ତଃର୍ନିହିତ ଯୋଡ଼ଣ ରହିଛି । ପ୍ରଥମେ ଆମେ ଭାଷା କଥା କହିବା । ଆମ ଭାଷା ପ୍ରାଚୀନତମ ଭାଷା । ଅତୀତରେ ଆମ ଭାଷାକୁ ଉଡ଼୍ର ଭାଷା କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କାଳିଙ୍ଗୀପ୍ରାକୃତ କୁହାଗଲା । ଦଶମ / ଏକାଦଶ ଶତାବ୍ଦୀରୁ ଆମ ଭାଷା ଲୋକମୁଖରେ ପ୍ରଚଳିତ ହେଲା । ପଞ୍ଚଦଶ ଶତାବ୍ଦୀରେ ପୁରାଣକାର…