ଜଗନ୍ନାଥ ପ୍ରେମିକା
ସଖା ତୁମ ପ୍ରେମନିଶାରେ ମୁଁ ଏମିତି ଭିଜୁଛି । ମତେ ତୁମ ଛଡ଼ା କିଛି ଦିଶୁ ନାହିଁ ଯେମିତି, କି ଗୁଣୀ କରିଛ କହି ଦିଅ ତୁମେ ସଖା ତୁମ ବିନା ଏ ଜୀବନ ଲାଗେ ଫିକା ଫିକା, ତୁମକୁ ପାଇବାର ଆଶାରେ କାହିଁ କେବେଠାରୁ ଅପେକ୍ଷାକୃତ ତୁମ ପ୍ରେମିକା । ଦୁନିଆ ପାଇଁ ତୁମ ମହାପ୍ରଭୁ ହୁଅ, ମୋ ପାଇଁ ତୁମେ ସଖା । ଆଜିବି ତୁମ ଅପେକ୍ଷାରେ ତୁମର ଏ ପ୍ରେମିକା…!!! – ବିଦ୍ୟୁତପର୍ଣ୍ଣା…