ବିଦିଶା ପାତ୍ର

ବିଦିଶା ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମୋ ପ୍ରେରଣାଦାୟିନୀ ମାଆ

ମାଆ… ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା’ ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ… ଆଉ କିଛି ମଧ୍ୟ ନାହିଁ । ଜନନୀ, ମାତା, ବୋଉ… ଏମିତି ବହୁତ ନାମ ଅଛି ତାଙ୍କର । ମୋ ଜୀବନରେ ମୋ ମାଆଙ୍କ ସ୍ଥାନ ସର୍ବୋଚ୍ଚ, ଅତୂଳନୀୟ । ତାଙ୍କ ପ୍ରତି ଥିବା ଅସୀମ ଭଲପାଇବାକୁ ବର୍ଣ୍ଣନା କରିବା ପାଇଁ ମୋ…

ଅଧିକ ପଢ଼ନ୍ତୁ
Odia Essay on Ahankara o Bhagabana (ଅହଙ୍କାର ଓ ଭଗବାନ) by Bidisha Patro

ଅହଙ୍କାର ଓ ଭଗବାନ

ମନୁଷ୍ୟ ହେଉଛି ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି । କିନ୍ତୁ ଏହି ସର୍ବୋତ୍ତମ ସୃଷ୍ଟି ସମୂଳେ ବିଧ୍ୱଂସ ହେବାକୁ ବସେ, ଯେତେବେଳେ ଅହଙ୍କାର ରୂପୀ ରାକ୍ଷାସ ତାକୁ ଗ୍ରାସ କରିବା ଆରମ୍ଭ କରେ । ଏହି ଅହଙ୍କାର ଯୋଗୁଁ ସେ ଅଜ୍ଞାନ ରୂପକ ଅନ୍ଧକାରରେ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇଯାଏ । ତାକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରୁଥିବା ସମସ୍ତ ଗୁଣ ଏହି ଅନ୍ଧକାର ମଧ୍ୟରେ ଲୀନ ହୋଇଯାଏ ଏବଂ ଏହି କାରଣରୁ ସେ ପଥଭ୍ରଷ୍ଟ ହୋଇ…

ଅଧିକ ପଢ଼ନ୍ତୁ