ଯୌବନର ଆଗମନେ
ଶୀତ ପରେ ଯେବେ ଆସେ ବସନ୍ତ ଆନନ୍ଦରେ ଧରଣୀ ପାଗଳିନୀ ହୁଏ ହୁଏ ତା’ର ବୁକୁ ଉଲ୍ଲସିତ । ସରଳ କିଶୋରୀ ମନରେ ଯେତେବେଳେ ଦେଖାଦିଏ କଅଁଳ ଯୌବନ ସେ ବୁଝିପାରେ ସବୁ କଥାର ଅର୍ଥ ବୁଝିପାରେ ସବୁରି ଇଙ୍ଗିତ । ମୁଁ ଯେତେବେଳେ ପହଞ୍ଚିଲି ଯୌବନର ପାଦଦେଶରେ ସବୁ ଖାଲି ଲାଗୁଥିଲା ନୂଆ ନୂଆ ସବୁତ ରଙ୍ଗୀନ । ବର୍ଷାର ଆଗମନେ କେକୀ ଯେହ୍ନେ ହୁଏ ଆତ୍ମହରା ସବୁଠାରୁ ଲାଗୁଥିଲା ଭଲ ଅତୀବ ତମର ସେ…