ବନିତା ସ୍ୱାଇଁ ମାନଧାତା

badalijaichhi-gaon

ବଦଳିଯାଇଛି ଗାଁ

ସହରକୁ ଛୁଇଁବା ନିଶାରେ ବଦଳି ସାରିଛି ଗାଆଁ ନା ସହରକୁ ଛୁଇଁପାରିଛି ନା ଗାଆଁ ହୋଇ ରହିପାରିଛି ଗାଆଁ ହରାଇଛି ତା’ର ସତ୍ତା ନାହିଁ ଆଉ ମାଟିଗୋଡ଼ି ରାସ୍ତା ଦିଶୁନାହିଁ ତାଳଗଛେ ବାଇଆ ବସା ଶୁଭୁନାହିଁ କୋଇଲିର କୁହୁ କୁହୁ ନାହିଁ ପୁଣି ଘରଚଟିଆ, କୁମ୍ଭାଟୁଆ ସବୁ ଲାଗେ ଖାଁ ଖାଁ ବଦଳି ସାରିଛି ଗାଁ… ଇଲେକ୍ଟ୍ରିକ୍ ଆଲୁଅରେ ଫିକାଲାଗେ ଜହ୍ନର ଜ୍ୟୋସ୍ନା ଜଣା ପଡ଼େନାହିଁ କେବେ ଆସେ ପୂର୍ଣ୍ଣିମା କେବେ ଅମାବସ୍ୟା… ହଜିଗଲାଣି ଗାଁ ଚାଷବାସ…

ଅଧିକ ପଢ଼ନ୍ତୁ
nai-separi-gaon

ନଈ ଆରପାରି ଗାଁ

ବ୍ରାହ୍ମଣୀ ନଈ, ନଈ ଆରପାରି ଗାଁ… କାହା ପାଇଁ କେମିତି କେଜାଣି? ମୋ ମନ ସିଲଟରେ.. ଆଶା ଖଡ଼ିରେ ନିତି ଲେଖେ ତା’ ନାଁ ।.. ଅଲିଭା ରଖେ… ନଈର ଏପାଖ କୂଳରେ ଠିଆହେଲେ ଆରପଟ ଗାଁ ଖୁବ୍ ଶସ୍ୟଶ୍ୟାମଳା ଦିଶେ । ସେଇଠି ସତେବା ମାଟିକୁ ଆକାଶ ଛୁଇଁଛି । ମୋ ସାଙ୍ଗ ଥରେ କହୁଥିଲା, “ସେଠି ସେମିତି କିଛି ନାହିଁ, ମୁଁ ସେ ଗାଁ ବାଟଦେଇ ଯାଇଛି, ଦୂରରୁ ସେମିତି ଦିଶୁଛି ।” ମୁଁ…

ଅଧିକ ପଢ଼ନ୍ତୁ