ବନସ୍ମିତା ବେହେରା

ବନସ୍ମିତା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mo Maa (ମୋ ମାଆ) by Banasmita Behera

ମୋ ମାଆ

ଜୀବନରେ ଥରେ କେବଳ ଥରେ ହିଁ ସେ ହସିଥିଲା ଯେବେ ମୁଁ କାନ୍ଦିଥିଲି, ତା’ ପରେ ଯେବେ ବି ମୁଁ କାନ୍ଦିଛି ମୁହଁ ଲୁଚେଇ ସେ କାନ୍ଦିଛି । ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି ପୁଣି କାହିଁକି ଅଭିଯୋଗ କଲା ବୋଲି ମନେ ମନେ କେତେ ନିଜକୁ ଗାଳି ଦେଇଛି… ପାଠ ନ ପଢ଼ିଲେ ଦୁଷ୍ଟାମି ହେଲେ ଯଦି କେବେ ମୋ ଉପରେ ହାତ ଉଠେଇଛି କି ମାଡ଼ ମରିଛି… ତା’ ହେଲେ ଦିନ…

ଅଧିକ ପଢ଼ନ୍ତୁ