ଆର୍ଷୀ ଉପାସନା କର

ଆର୍ଷୀ ଉପାସନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ରଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ ବ୍ୟାଗ୍‌ରୁ ଫୋନ୍ କାଢ଼ି ଗୀତ ଶୁଣୁଥାଏ । ଆଉ ତା’ ଭିତରେ ଟୁଇଟର, ଫେସବୁକ୍, ଇନଷ୍ଟା, ହ୍ୱାଆଟ୍ସାପ୍ ଆଡ଼େ ମଧ୍ୟ ଘେରାଏ ବୁଲି ଆସିଲିଣି । ଆଉ ବସ୍ ଭିତର ଅବସ୍ଥା ତ ନ…

ଅଧିକ ପଢ଼ନ୍ତୁ
ashrura-swara

ଅଶ୍ରୁର ଚିତ୍କାର

ପ୍ରେମ କାହା ପାଇଁ ଚିରନ୍ତନ ସତ୍ୟ ତ ଆଉ କାହା ପାଇଁ ଆଜୀବନ ଦଣ୍ଡ । ପ୍ରେମ ପବିତ୍ର, ଶାଶ୍ଵତ, ସମର୍ପଣ । କହିବାକୁ ଗଲେ ଦୁଇ ମନ ଭିତରେ ଥିବା ପ୍ରଗାଢ଼ ବିଶ୍ୱାସ ହିଁ ଗୋଟେ ସମ୍ପର୍କକୁ ଆଗକୁ ନିଏ । ଆଜିକାଲି ଯୁବପିଢ଼ିଙ୍କ ପ୍ରେମ ସମ୍ପର୍କ ନିମିଷକ ପାଇଁ ଆକର୍ଷଣ ମାତ୍ର । କିନ୍ତୁ କିଛି ଜଣଙ୍କ ପାଇଁ ପ୍ରେମ ହେଉଛି ଅଶ୍ରୁର ଚିତ୍କାର । ରିଙ୍କି, ସୁନ୍ଦର ଯେମିତି ଆଚାର ବିଚାର ବ୍ୟବହାରରେ…

ଅଧିକ ପଢ଼ନ୍ତୁ