ଅନିଲ କୁମାର

Mun Bidrohi Premika

ମୁଁ ବିଦ୍ରୋହୀ ପ୍ରେମିକ

ତୁ ଯିବା ପରେ ମୋର ପ୍ରତିଟି ମୁହୂର୍ତ୍ତ କେମିତି କଟିଛି କେବେ ଭାବିଛୁ? ଭାବିନୁ ନା? କାହିଁକି ଭାବିବୁ ! ଭାବିବାକୁ ତୋତେ ସମୟ କାଇଁ !! ତୁ ତ ଏବେ ମସଗୁଲ ତୋ ଦୁନିଆରେ, ମହମର ଡେଣା ଲଗାଇ ତୁ ଏବେ ପ୍ରଚେଷ୍ଟାରତା ଛୁଇଁବାକୁ ଅନ୍ତରୀକ୍ଷ । ହେଲେ ଜାଣିନୁ ଯେବେ ପ୍ରଖର ସୂର୍ଯ୍ୟ ରଶ୍ମିରେ ମହମ ତରଳିବାକୁ ଲାଗିବ ସେତେବେଳେ ତୋର ଅବସ୍ଥା କ’ଣ ହେବ ! ମନେରଖ.. ଏମିତି ଭୂପତିତା ହେବୁ ଯେ ହାଡ଼-ଗୋଡ଼ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ ମାଟିରେ…

ଅଧିକ ପଢ଼ନ୍ତୁ