ଆଲୋକ ପଣ୍ଡା

ସୁଆଦିଆ ଓଡ଼ିଆ

ସୁଆଦିଆ ଓଡ଼ିଆ

ଓଡ଼ିଆ ଖାଦ୍ୟର ବାସ୍ନା ଅଲଗା, ରାଇଜ ମୋ ଅଟେ ତା’ଠୁ ଅଧିକା । ସଭିଏଁ ଅଟନ୍ତି ଭଉଣୀ ଭାଇ, ଆଜିକାଲି ଆଉ ସେ ଭାବ ନାହିଁ । ରାଗ ଅଭିମାନ ଚୁଲିକୁ ଯାଉ, ଓଡ଼ିଆଙ୍କ ପ୍ରେମ ଏମିତି ଥାଉ । ଛାଡ଼ି ଚାଲିଗଲେ ବୋଧେ ବହୁତ, କରିବନି କେବେ ଆମ ସହିତ । ପୁରୁଣା ହିସାବ ପରେ କରିବ, ନୂଆ ବରଷରେ ସାଥିରେ ଥିବ । ହସି ଖେଳି କଟି ଯାଉ ଜୀବନ, ଆତ୍ମା ଗଲା ଦିନ…

ଅଧିକ ପଢ଼ନ୍ତୁ